ଅଯୋଧ୍ୟା ବିବାଦ: ଆଜି ସୁପ୍ରିମକୋର୍ଟରେ ଉପସ୍ଥାପନ ହେବ ମଧ୍ୟସ୍ଥତା ପ୍ୟାନେଲ ରିପୋର୍ଟ

ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ପ୍ୟାନେଲ ଆଜି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ ଅଗଷ୍ଟ ୨ରେ ଏହି ମାମାଲ ଉପରେ ଶୁଣାଣି କରିବେ । ରାମ ଜନ୍ମ ଭୂମି ଏବଂ ବାବରି ମସଜିଦ୍ ମାମଲାରେ ଜୁଲାଇ ୧୮ରେ ମଧ୍ୟସ୍ଥାତ ପାଇଁ ହିନ୍ଧୁ ଏବଂ ମୁସଲିମ୍ ସମ୍ପ୍ରଦାୟଙ୍କ ମଧ୍ୟରେ ସହମତି ଲୋଡିବା ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଥିଲେ କୋର୍ଟ ।

Related Posts