ରଜନୀ ଉପବାଚସ୍ପତି, ପ୍ରଣବ ଉପମୁଖ୍ୟ ସଚେତକ

ସତ୍ୟପାଠ ବ୍ୟୁରୋ : ଚଳିତ ବିଧାନସଭାର ଉପବାଚସ୍ପତି ହେବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ । ବିଜେଡି ସୁପ୍ରିମୋ ରଜନୀଙ୍କ ନାଁରେ ମୋହର ମାରିଛନ୍ତି । ବିଧାନସଭାରେ ଦଳ ୧୧୧ ସଦସ୍ୟ ଥିବାରୁ ରଜନୀକାନ୍ତ ଉପବାଚସ୍ପତି ହେବା ଏକରକମ ସ୍ପଷ୍ଟ ହୋଇଯାଇଛି ।

ଅନ୍ୟପଟେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛି ଦଳ । ଧର୍ମଶାଳାରୁ ଲଗାତର ୨ଥର ବିଧାୟକ ହୋଇଥିବା ପ୍ରଣବଙ୍କୁ ଦଳ ଏହି ଗୁରୁ ଦାୟିତ୍ୱ ଦେଇଛି ।

Related Posts