ମୋତେ ଯେଉଁମାନେ ଭୋଟ୍ ନଦେବେ ସେମାନଂକୁ ଚପଲରେ ପିଟିବା ଦରକାର: କିରଣ ଖେର

ଚଣ୍ଡିଗଡ଼ର ବିଜେପି ସାଂସଦ କିରନ୍ ଖେର ତାଙ୍କ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଦର୍ଶକଙ୍କୁ କହିଛନ୍ତି ଯେ ତାଙ୍କୁ ଭୋଟ୍ ନ ଦେଉଥିବା ଲୋକଙ୍କୁ ଚପଲରେ ପିଟିବା ଦରକାର । ଯେଉଁମାନେ ମୋତେ ଭୋଟ ନ ଦେବେ ସେମାନଂକୁ ତାଗିଦ କରାଯିବା ଆବଶ୍ୟକ। ଇଣ୍ଡିଆନ୍ ଏକ୍ସପ୍ରେସ ପେପର “ଯଦି Deep complex ର ବ୍ୟକ୍ତିମାନେ ମୋତେ ଭୋଟ୍ ଦିଅନ୍ତି ନାହିଁ, ତେବେ ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ସେମାନଙ୍କୁ ଚପଲରେ ପିଟିବା ଆବଶ୍ୟକ ବୋଲି ସେ କହିଛନ୍ତି।

Related Posts