ବଜେଟ ୨୦୨୨-୨୩; ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ୨୭, ୩୨୪ କୋଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ହୋଇଥିବାବେଳେ ଶିକ୍ଷା ଓ ଦକ୍ଷତା  ବିକାଶ କ୍ଷେତ୍ରକୁ ୨୭, ୩୨୪ କୋଟି ଟଙ୍କା ପ୍ରଦାନ ହୋଇଛି । ଶିକ୍ଷା ଓ ଦକ୍ଷତା  ବିକାଶ କ୍ଷେତ୍ରକୁ ୨୭, ୩୨୪ କୋଟ ।

ମୋ ସ୍କୁଲ ଅଭିଯାନ – ୬୪୬ କୋଟି । ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ – ୧୦୦ କୋଟି । ମୋ କଲେଜ ଅଭିଯାନ – ୧୧ କୋଟି ‘ସମଗ୍ର ଶିକ୍ଷା’ ପାଇଁ ୩୫୮୧ କୋଟି ବ୍ୟୟ ବରାଦ । ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି ଟଙ୍କା । 

Related Posts