
କମିସନରେଟ ପୁଲିସର ମୁଖ୍ୟ କାର୍ଯ୍ୟାଳୟର ନାମ ବଦଳିବ । କମିଶନରେଟ୍ ପୋଲିସ ମୁଖ୍ୟାଳୟ ଏବେ “ପୋଲିସ ସେବା ଭବନ” ନାମରେ ନାମିତ ହେବ । କମିସନରେଟ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୁଲିସ କମିସନର । ଶୀଘ୍ର ଟ୍ରାଫିକ ସମସ୍ୟା ଦୂର ହେବ ।
ତେବେ ନୂତନ ବର୍ଷ ୨୦୨୦ରେ କମିଶନରେଟ୍ ପୋଲିସ ପାଇଁ ୪ଟି ମୁଖ୍ୟ ଚ୍ୟାଲେଞ୍ଜ ରହିଛି ବୋଲି ଡଃ ସୁଧାଂଶୁ ଷଡଙ୍ଗୀ ଗତ ବୁଧବାର କହିଥିଲେ। ଏହି ୪ଟି ମୁଖ୍ୟ ଚ୍ୟାଲେଞ୍ଜ ହେଉଛି-