କଂଗ୍ରେସ୍ ଏବେ ହୋପ୍ ଲେସ୍ ପାର୍ଟି; ଦଳ ଛାଡ଼ିବା ପରେ ଏପରି କହିଲେ ଜର୍ଜ ତିର୍କୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା କଂଗ୍ରେସ ବଡ଼ ଝଟକା । ଦଳ ଛାଡ଼ିଲେ ଜର୍ଜ ତିର୍କୀ । କଂଗ୍ରେସ ଛାଡିବା ପରେ ଜର୍ଜ ତିର୍କୀ ପ୍ରତିକ୍ରିୟା ରଖିଛନ୍ତି । ଈଔଊ ଛାଡିବା ଭୁଲ ଥିଲା ବୋଲି ସେ କହିଛନ୍ତି । ଘର ବାହୁଡା ଅର୍ଥାତ ପୁଣିଥିରେ ଈଔଊକୁ ଫେରିବାକୁ ନିଷ୍ପତ୍ତି ନେଉଥିବା ସେ କହିଛନ୍ତି । କଂଗ୍ରେସର ଭବିଷ୍ୟତକୁ ନେଇ ମଧ୍ୟ ସେ କହିଛନ୍ତି । ଆଗକୁ ୧୫ ବର୍ଷ କଂଗ୍ରେସର ଉନ୍ନତି ହେବ ନାହିଁ । କଂଗ୍ରେସରେ କାହା କଥା କେହି ଶୁଣିବାକୁ ନାହାନ୍ତି । କଂଗ୍ରେସ ଏବେ ହୋପ୍ ଲେସ୍ ପାର୍ଟି ବୋଲି ତିର୍କୀ ଟିପ୍ପଣୀ ରଖିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts