ଏମ୍ସରେ ଲାଗିଲା ନିଆଁ

ସତ୍ୟପାଠ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଲାଗିଲା ନିଆଁ। ସର୍ଟ ସର୍କିଟ୍ ହେବା କାରଣରୁ ଏହି ନିଆଁ ଲାଗିଥିଲା । ହସ୍ପିଟାଲର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା କଥା କୁହାଯାଉଛି । ନିଆଁ ଲାଗିବାର କିଛି ସମୟ ପରେ ଉକ୍ତ ସ୍ଥାନରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଦମକଳ ବିଭାଗର ୩୪ ଟି ଗାଡି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।

Related Posts