ଟ୍ରକକୁ ପିଟିଲା ବସ୍, ୫ ମୃତ

ସତ୍ୟପାଠ ବ୍ୟୁରୋ : ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଯାତ୍ରୀବାହୀ ବସ ଧକ୍କା ଦେବାରୁ ଜଣେ ଶିଶୁ ସମେତ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶର ଫତେହବାଦ ନିକଟରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି ।

ସୂଚନା ମିଳିବା ପରେ ପୋଲିସ ଦୁର୍ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଇଛି । ସେହିପରି ମୃତଦେହ ଗୁଡ଼ିକ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

Related Posts