ପ୍ରଥମେ ବ୍ୟାଟିଙ୍ଗ କରିବ ଭାରତ

ଆଇସିସି କ୍ରିକେଟ ବିଶ୍ୱକପର ୨୮ ତମ  ମ୍ୟାଚ ଆଜି ସାଉଥଆମ୍ପଟନରେ ଟିମ୍ ଇଣ୍ଡିଆ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତାକୁ ସହଜ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଅନ୍ୟପଟେ ଚଳିତ ବିଶ୍ୱକପର ପ୍ରଥମ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ଆଫଗାନିସ୍ତାନ ।

Related Posts