ଭୁବନେଶ୍ବରରେ ପିସିସି ସଭାପତି ନିରଞ୍ଜନଙ୍କ ବୈଠକ । ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀର ପ୍ରସ୍ତୁତି ନେଇ ଆଲୋଚନା । ପଦଯାତ୍ରା, ସଭ୍ୟ ସଂଗ୍ରହ ଓ ସାଂଗଠନିକ ପ୍ରସଙ୍ଗରେ ବି ଆଲୋଚନା ।