ଆଶୀର୍ବାଦ ଙ୍କ ଜାମିନ୍ ରାଏ ସଂରକ୍ଷିତ

AT ଚିଟ୍‌ଫଣ୍ଡ ଠକେଇ ମାମଲାରେ CBI ର ଗିରଫଦାରି ମାମଲା । ସରିଲା ଆଶୀର୍ବାଦ ଓ କମଳାକାନ୍ତଙ୍କ ଜାମିନ ଆବେଦନର ଶୁଣାଣି । ରାୟ ସଂରକ୍ଷିତ ରଖିଲେ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟ । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଉଭୟ ଜାମିନ ଆବେଦନ କରିଥିଲେ । ପ୍ରଭାବଶାଳୀ ହୋଇଥିବାରୁ ଜାମିନ ନଦେବାକୁ ଯୁକ୍ତି କଲେ ପ୍ରତିପକ୍ଷ ଓକିଲ ।

Related Posts