ଶିକ୍ଷକଙ୍କୁ ମନା ଲୋୟର ପିଏମଜି !

ସବୁ ଶିକ୍ଷକ ବନ୍ଧୁଙ୍କୁ ଅନୁରୋଧ, ଗାନ୍ଧୀମାର୍ଗ ନ ଆସନ୍ତୁ । ତାଙ୍କ ସମସ୍ୟା ପାଇଁ ବିଧାନସଭା ପରେ ମୁଁ ସମସ୍ତଙ୍କୁ ଡାକି ଆଲୋଚନା କରିବି । ସମସ୍ତେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଅନ୍ତୁ । ସରକାର ମାନସିକ ଭାବେ ପ୍ରସ୍ତୁତ ହେଉଛନ୍ତି, ଶିକ୍ଷକମାନେ କେବଳ ଶିକ୍ଷାଦାନ କରିବେ, ବାକି କୌଣସି କାମ କେହି କରିବେ ନାହିଁ ।

Related Posts