କିଏ କହୁଛି ସତ ? ନବୀନଙ୍କ ବିଧାୟକ ନା ମନ୍ତ୍ରୀ !

କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଦ୍ବନ୍ଦ୍ବ, କୃଷି ମନ୍ତ୍ରୀ ଓ ବିଜେଡି ମୁଖପାତ୍ରଙ୍କ ତଥ୍ୟରେ ନାହିଁ ତାଳମେଳ.
ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ତଥ୍ୟ: ୩.୪୧ ଲକ୍ଷ ନୁହେଁ, ମାତ୍ର ୩୨ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ, ୩୨ ହଜାର ଅଯୋଗ୍ୟଙ୍କ ମଧ୍ୟରେ ୨୦ ହଜାର ସରକାରୀ ଚାକିରିଆ. ୧୨ ହଜାର ବଡ଼ ଚାଷୀ ବି ଅଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ,  ଅବଶିଷ୍ଟ ୩.୦୯ ଲକ୍ଷ ଚାଷୀଙ୍କ ସହାୟତା ରାଶି ପରେ ବ୍ୟବସ୍ଥିତ କରାଯିବ, କାଲି ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା କହିଥିଲେ ମନ୍ତ୍ରୀ ।

Related Posts