କରନ୍ କରିବେ ହରର୍ ଫିଲ୍ମ

ବଲିଉଡ୍ ନାମୀଦାମୀ ନିର୍ଦ୍ଦେଶକ କରନ୍ଜୋହର୍ଗୋଟେ ପରେ ଗୋଟେ ରୋମାଣ୍ଟିକ୍ଫିଲ୍ମ ତିଆରି କରି ଦର୍ଶକଙ୍କୁ ଖୁବ୍ମନୋରଞ୍ଜନ ଯୋଗାଇଥାନ୍ତି।  ‘କୁଛ୍କୁଛ୍ହୋତା ହୈ’, ‘କଲ୍ହୋ ନା ହୋ’, ‘କଭି ଅଲ୍ବିଦା ନା କେହେନା’ ‘ରାଜିଏବଂ ନିକଟରେ ରିଲିଜ୍ହୋଇଥିବାକଲଙ୍କ୍‌’ ଭଳି ଫିଲ୍ମ ନିର୍ମାଣ କରି କରନ୍ଦର୍ଶକଙ୍କ ମନରେ ଏକ ଖାସ୍ଜାଗା ତିଆରି କରିପାରିଛନ୍ତି। ଯେତେବେଳେ ତାଙ୍କର କୌଣସି ଫିଲ୍ମ ରିଲିଜ୍ହୁଏ, ଦର୍ଶକ ବହୁତ ଉତ୍ସୁକତାର ସହ  ଦେଖିବାକୁ ଯାଇଥାନ୍ତି।

ରୋମାଣ୍ଟିକ୍ଫିଲ୍ମ କରି ଦର୍ଶକଙ୍କୁ ରୋମାନ୍ସ ଶିଖାଇଥିବା କରନ୍ଏବେ ଦର୍ଶକଙ୍କୁ ଡରାଇବାକୁ ଯାଉଛନ୍ତି। ଅର୍ଥ କରନ୍ଏବେ କିଛି ଦିନ ଲାଗି ରୋମାଣ୍ଟିକ୍ଫିଲ୍ମରୁ ବିରତି ନେବାକୁ ଚାହୁଁଛନ୍ତି। ଏବେ ସେ କରିବେ ହରର୍ଫିଲ୍ମ ନିକଟରେ କରନ୍ସୋଶାଲ୍ମିଡିଆ ଜରିଆରେ ଏହି କଥା କହିଛନ୍ତି। ଏବେ ତାଙ୍କ ପ୍ରଡକ୍ସନ୍ହାଉସ୍‌ ‘ଧର୍ମା ପ୍ରଡକ୍ସନ୍‌’ ହରର୍ଫିଲ୍ମ ତିଆରି କରି ଦର୍ଶକଙ୍କ ମନୋରଞ୍ଜନ କରିବ।

Related Posts