ସୁଷମାଙ୍କ ସ୍ମୃତିରେ କଣ କହିଲେ ଲୋକସଭା ବାଚସ୍ପତି

ଓମ୍ ବିର୍ଲା, ଲୋକସଭା ବାଚସ୍ପତି : ଭାରତୀୟ ସଂସ୍କୃତିର ରାଜଦୂତ ଥିଲେ ସୁଷମା ସ୍ୱରାଜ । ସେ ଜଣେ ଦକ୍ଷ ପ୍ରଶାସକ ଓ ସମ୍ବେଦନଶୀଳ ନେତ୍ରୀ ଥିଲେ । ପୁରା ଦେଶ ଆଜି ତାଙ୍କ ପରଲୋକରେ କାନ୍ଦୁଛି ।

Related Posts