ମାନସ କୁମାର ବଳିୟାରସିଂହ ହତ୍ୟା ମାମଲା: ୨୧ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପୁରୀ : ୨୦୧୨ ମସିହା ସେପ୍ଟେମ୍ବର ୧୨ ତାରିଖରେ କଣାସ ବଳାଜିତପୁରର ଭରତ ଚନ୍ଦ୍ର ବଳିୟାରସିଂହଙ୍କ ପୁଅ ମାନସ କୁମାର ବଳିୟାରସିଂହଙ୍କୁ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ରାୟ । ମାନ୍ୟବର ପୁରୀ ପ୍ରଥମ ଜିଲ୍ଲା ଦୌରାଜଜ କୋର୍ଟ ଶୁଣାଣୀ ହୋଇଛି । ମାନ୍ୟବର କୋର୍ଟ ସମସ୍ତ 21 ଜଣ ଅଭିଯୁକ୍ତଂକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

ଯୁବକକୁ ସଂଘବଦ୍ଧ ଭାବେ ହତ୍ୟା ଘଟଣାରେ ରାୟ ଶୁଣାଇଛନ୍ତି କୋର୍ଟ। ୨୧ଜଣ ଅଭିଯୁକ୍ତଙ୍କୁ ହୋଇଛି ଆଜୀବନ କାରାଦଣ୍ଡ ର ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ହତ୍ୟା ଘଟଣାକୁ ନେଇ କଣାସ ଥାନାରେ ଏକ ମୋକଦ୍ଦମା ରୁଜୁ ହୋଇଥିଲା । ତେବେ ସୋମବାର ପୁରୀ ପ୍ରଥମ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି । କୋର୍ଟ ସମସ୍ତ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ।

Related Posts