
ମେହବୁବା ମୁଫତି – ଆଜି ଭାରତୀୟଙ୍କ ପାଇଁ ଲୋକତନ୍ତ୍ର ପାଇଁ କଳା ଦିନ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପ-ମହାଦ୍ବୀପ ଉପରେ ଭୟନାୟକ ପ୍ରଭାବ ପଡ଼ିବ। କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ଏହା ବେଆଇନ ଓ ଅସାମ୍ବିଧାନିକ।
Today the people of Jammu & Kashmir who reposed their faith in institutions of India like parliament & Supreme Court feel defeated & betrayed. By dismembering the state & fraudulently taking away what is rightfully & legally ours, they have further complicated the Kashmir dispute
— Mehbooba Mufti (@MehboobaMufti) August 5, 2019