କେବଳ ମୁଁ ଜାଣିଥିଲି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଶ୍ରକ୍ଷେତ୍ରର ସୌନ୍ଦର୍ଯୀକରଣ କାରିବାକୁ 2016ରୁ ନିଷ୍ପତ୍ତି ହୋଇଥିଲା । ଏକଥା କାହାକୁ ଜଣାନଥିଲା । ଏବେ ତାହା ସମସ୍ତଙ୍କ ନଜରକୁ ଆସିଛି । ଅନ୍ୟ ସଚିବ ଏବଂ ଅଧିକାରୀଙ୍କୁ ବକ୍ତବ୍ୟ ଦେବା ବେଳେ ଏଭଳି କହିଛନ୍ତି 5-ଟି ସଚିବ କାର୍ତ୍ତିକ । ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନବୀନଙ୍କ ପରେ ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ ପ୍ରଶାସନରେ କ୍ଷମତାଶାଳୀ । ଏଠି ପ୍ରଶ୍ନ ଉଠୁଛି ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ପାଇଁ ରାଜ୍ୟ ସରକାର ଏତେ ବଡ଼ ନିଷ୍ପତ୍ତି 2016 ମସିହାରୁ ନେବାକୁ  ସ୍ଥିର କରିଥିଲେ ଅଥଚ ଏକଥା କାର୍ତ୍ତିକଙ୍କ ଛଡ଼ା କାହାକୁ ଜଣା ନଥିଲା । ଏପରିକି ମୁଖ୍ୟ ଶାସନ ସଚିବ ବି ଏକଥାର ଟେର ପାଇ ନଥିଲେ ।

Related Posts