
ଦେଶର ରାଜନୈତିକ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ଯଦି କୌଣସି ଏବେ ଲୋକସଭା ନିର୍ବାଚନ ହୁଏ ତା’ହେଲେ (ଏନ.ଡି.ଏ) ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟକୁ ପୂର୍ବପେକ୍ଷା ୫୦ଟି ଆସନ କମ୍ ପାଇବ ବୋଲି ମୁଡ ଅଫ ଦି ନେସନ ନାମକ ଏକ ସଙ୍ଗଠନ କହିଛି ।
ସୂଚନାଯୋଗ୍ୟ ଗତ ମଇ ମାସରେ ୩୦୩ ଆସନ ବିଶିଷ୍ଠ ଏନଡିଏ ମେଣ୍ଟ ନେତୃତ୍ବ ସରକାର ଏହା ମଧ୍ୟରେ ତାର ଲୋକପ୍ରିୟତା ହରାଇ ବସିଛି । ଏବେ ଯଦି ନିର୍ବାଚନ ହୁଏ ତା’ହେଲେ ୨୭୧ ଆସନ ପାଇବ ବୋଲି ପୂର୍ବାନୁମାନ କରିଛି ।