କରୋନା ଭୁତାଣୁ ଭୟ ! ସରକାର ଜାରୀକଲେ ହାଇ ଆଲର୍ଟ

ସତ୍ୟପାଠ (ଭୁବନେଶ୍ୱର): ଚୀନ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆତଙ୍କ ସୃଷ୍ଠି କରିଥିବା କରୋନା ଭୁତାଣୁକୁ ନେଇ ଓଡିଶା ସରକାର ସଜାଗ ହେବାସହ ପ୍ରତିଶେଧମୂଳକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଏହା ଉପରେ କଡ୍ଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ବିଭାଗ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର, ବିର ସୁରେନ୍ଦ୍ର ସାଏ ବିମାନବନ୍ଦର, ପୂର୍ବତଟ ଏବଂ ଦକ୍ଷିଣ ପୂର୍ବ ରେଳବାଇ ସମେତ ପାରାଦୀପ ବନ୍ଦର ଏସ ସି ବି ମେଡିକାଲ କଲେଜ ଏବଂ ଭି ଏସ ଏସ ମେଡିକାଲ କଲେଜକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts