ଅଯୋଗ୍ୟଙ୍କୁ ଆଗୁଆ ଅବସର

ଅଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ଦିଆଯିବ ଆଗୁଆ ଅବସର । 30 ବର୍ଷ ଧରି କାମ କରିଥିବା କର୍ମଚାରୀଙ୍କ ଦକ୍ଷତାର ସମୀକ୍ଷା କରିବେ ସରକାର । 50ରୁ 55 ବର୍ଷୀୟ କର୍ମଚାରୀଙ୍କର ବି ହେବ ସମୀକ୍ଷା । ଯେଉଁ କର୍ମଚାରୀମାନେ ସରକାରୀ କାର୍ଯ୍ୟରେ ଅଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ସମୟ ପୂର୍ବରୁ ଅବସର ଦିଆଯିବ । ଏନେଇ ଆଜି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର ।

Related Posts