ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ । ଦିନ ସାଢେ ୧୨ଟାରେ ସଚିବାଳୟରେ ପରୀକ୍ଷା ଫଳ ଘୋଷଣା ହେବ । ଉଭୟ ଅନଲାଇନ ଓ ଅଫ୍ ଲାଇନରେ ରେଜଲ୍ଟ ପ୍ରକାଶ ପାଇବ ।

ପିଜି କୋର୍ସ ପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏମ ଫାର୍ମା , ଇଂଜିନିୟରିଂ ପାଇଁ ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। । ଅଫଲାଇନରେ ୨୫,୭୩୧ ଓ ଅନଲାଇନରେ ୧୩,୯୧୮ଜଣ ପରୀକ୍ଷା ଦେଇଥିଲେ ।

ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବା ପରେ ପରୀକ୍ଷା ଓଜେଇଇ ୱେବସାଇଟ୍ www.ojee.nic.in ରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।

Related Posts