ପାଟକୁରା ଫଳାଫଳ : ୧୨ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି

ସତ୍ୟପାଠ ବ୍ୟୁରୋ : ୧୨ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । । ବିଜୟ ମହାପାତ୍ର ୫୩୫୫୨ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀନି ୬୯୬୯୬ ଭୋଟ ପାଇ ଆଗୁଆ ରହିଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୬୯୩ ଭୋଟ ପାଇଛନ୍ତି । ଏହାସହ ସାବିତ୍ରୀ ଅଗ୍ରୱାଲ ୧୬୧୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

Related Posts