ପାଟକୁରା ଫଳାଫଳ : ୧୧ ରାଉଣ୍ଡରେ ବି ବିଜୟ ପଛୁଆ

ସତ୍ୟପାଠ ବ୍ୟୁରୋ : ୧୧ ରାଉଣ୍ଡରେ ବି ପଛରେ ପଡି ଯାଇଛି ବିଜେପି । ବିଜୟ ମହାପାତ୍ର ୪୯୦୬୦ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀନି ୬୩୭୮୭ ଭୋଟ ପାଇ ଆଗୁଆ ରହିଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୬୧୭ ଭୋଟ ପାଇଛନ୍ତି । ଏହାସହ ସାବିତ୍ରୀ ଅଗ୍ରୱାଲ ୧୪୭୨୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

Related Posts