ପାଟକୁରା ଫଳାଫଳ : ୧୩ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି

ସତ୍ୟପାଠ ବ୍ୟୁରୋ : ୧୩ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । । ବିଜୟ ମହାପାତ୍ର ୫୮୨୨୦ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀନି ୭୪୭୪୫ ଭୋଟ ପାଇ ଆଗୁଆ ରହିଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୭୯୧ ଭୋଟ ପାଇଛନ୍ତି । ଏହାସହ ସାବିତ୍ରୀ ଅଗ୍ରୱାଲ ୧୬୫୨୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

Related Posts