ପାଟକୁରା ଫଳାଫଳ : ନବମ ରାଉଣ୍ଡରେ ବି ବିଜୟ ପଛୁଆ

ସତ୍ୟପାଠ ବ୍ୟୁରୋ : ନବମ ରାଉଣ୍ଡରେ ବି ପଛରେ ପଡି ଯାଇଛି ବିଜେପି । ବିଜୟ ମହାପାତ୍ର ୩୯୬୫୫ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀନି ୫୩୭୩୨ ଭୋଟ ପାଇ ଆଗୁଆ ରହିଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୩୭୯ ଭୋଟ ପାଇଛନ୍ତି । ଏହାସହ ସାବିତ୍ରୀ ଅଗ୍ରୱାଲ ୧୪୦୭୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

 

Related Posts