ନିରଞ୍ଜନଙ୍କ ପ୍ରଶ୍ନ ବାଣ

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ଜୋରଦାର ପ୍ରଚାର । ବିଜେପୁର ବ୍ଲକର ପଡ଼ା ଗାଁରେ ପ୍ରଚାର କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେଡିକୁ ୫ଟି ଓ ବିଜେପିକୁ ଗୋଟିଏ ପ୍ରଶ୍ନ ପଚାରିଲେ ନିରଞ୍ଜନ ।

ପ୍ରଶ୍ନ ନଂ ୧- ବିଜେପୁର ଆସନରୁ କାହିଁକି ଲଢ଼ିଲେ ମୁଖ୍ୟମନ୍ତ୍ରୀ ?

୨- କାହିଁକି ହିଞ୍ଜିଳି ବଦଳରେ ବିଜେପୁର ଆସନ ଛାଡ଼ିଲେ ନବୀନ ?

୩- ବିଜେପୁରର ଦାୟିତ୍ବ ନେବେ କହି କ’ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ?

୪- ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାହିଁକି ଆରମ୍ଭ ହେଲାନି ?

୫- ଗତ ଉପନିର୍ବାଚନ ବେଳେ ନିଯୁକ୍ତ କର୍ମଚାରୀଙ୍କୁ କାହିଁକି ଫେରାଇ ନିଆଗଲା

ବିଜେପିକୁ ନିରଞ୍ଜନଙ୍କ ପ୍ରଶ୍ନ ଚିଟ୍‌ଫଣ୍ଡରେ ଜଡ଼ିତ ନେତାଙ୍କ ବିରୋଧରେ CBI ତଦନ୍ତ ଧିମା କାହିଁକି ?

Related Posts