୨୧ ରେ ବାହାରିବ +୨ କଳା,ବାଣିଜ୍ୟ ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ । ସୂଚନା ଭବନର ଗୀତଗୋବିନ୍ଦ ଭବନରେ ଦିନ ୩ଟା ବେଳେ ରେଜଲ୍ଟ ଉନ୍ମୋଚନ କରାଯିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଓ୍ବେବସାଇଟ୍ orissaresults.nic.in ଏବଂ chseodisha.nic.in ରେ ରେଜଲ୍ଟ ଉପଲବ୍ଧ ହେବ ।

Related Posts