ପୁରୀ ଜିଲ୍ଲାପାଳଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌

ପୁରୀ : ହ୍ୟାକ୍‌ରଙ୍କ କବଜାରେ ପୁରୀ ଜିଲ୍ଲାପାଳଙ୍କ ଟ୍ବିଟର ଆକାଉଣ୍ଟ ।ଏନେଇ ଆଇ.ଟି. ବିଭାଗକୁ ଅଭିଯୋଗ ଜଣାଇଛନ୍ତି ଜିଲ୍ଲାପାଳ ।
ତେବେ ଅଭିଯୋଗ ଆଧାରରେ ଖୁବ୍‌ ଶିଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ତେବେ କିଏ ଏବଂ କାହିଁକି ଆକାଉଣ୍ଟ ହ୍ୟାକ୍‌ କରିଛି ତଦନ୍ତ ପରେ ସ୍ପଷ୍ଟ ହେବ ।

ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Related Posts