ଖୋଲିଲା ‘ରାମ ନାମ ବ୍ୟାଙ୍କ’

ଉତ୍ତରପ୍ରଦେଶରର ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଏକ ନିଆରା ବ୍ୟାଙ୍କ ଦେଖିବାକୁ ମିଳିଛି । ନିଆରା ଏଥିପାଇଁ କାରଣ ବିନା କୌଣସି ଏଟିଏମ୍‌ ଏବଂ ଚେକ୍‌ବୁକ୍‌ରେ ଏହି ବ୍ୟାଙ୍କ ଚାଲୁଛି ।

ବ୍ୟାଙ୍କର ନାମ ହେଉଛି ‘ରାମ ନାମ ବ୍ୟାଙ୍କ’ । ଯେଉଁଥିରେ କେବଳ ‘ଭଗବାନ ଶ୍ରୀରାମ’ଙ୍କ ମୁଦ୍ରା ପ୍ରଚଳିତ ହେଉଛି । ଋଣ ଭାବେ ଏଥିରୁ ଆତ୍ମା ଶାନ୍ତି ମିଳେ । ସେହିପରି ପୁସ୍ତକରେ ରାମ ନାମ ଲେଖି ବ୍ୟାଙ୍କରେ ଜମା କରନ୍ତି ଶ୍ରଦ୍ଧାଳୁ ।

Related Posts