ଦେଖନ୍ତୁ କିଭଳି ଅଗ୍ନିଶମ ବିଭାଗ ଭରା ନଦୀରୁ ୧୦ଜଣ ଗାଇ ଚରାଳି ସହ ୧୦୦ରୁ ଉଦ୍ଧ୍ୱର୍ ଗାଈଙ୍କୁ ଉଦ୍ଧାର କଲେ…

ନୂଆପଡା ଜିଲ୍ଲା ସିନାପାଲ୍ଲି ବ୍ଲକର ଉଦନ୍ତି ନଦୀରେ ହଠାତ୍ ବନ୍ୟା । ଶନିବାର ଦିନ ୨ଟା ସମୟରେ ଆସିଥିଲା ଭୟଙ୍କର ବନ୍ୟା । ନଦୀ ଟାପୁରେ ୧୦ଜଣ ଗାଇ ଚରାଳି ସହ ଫସି ରହିଥିଲେ ୧୦୦ରୁ ଉଦ୍ଧ୍ୱର୍ ଗାଈ । ଘଟଣା ସ୍ଥଳରେ ସିନାପାଲି ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିଥିଲା ।

Related Posts