ସୁମିତ-ତପସ୍ୱିନୀ ମାମଲା; ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁମିତ- ତପସ୍ୱିନୀ ମାମଲାରେ ହାଇକୋର୍ଟଙ୍କ ମଧ୍ୟସ୍ଥିତା କେନ୍ଦ୍ରରେ ହାଜର ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୁମିତ ଓ ତମସ୍ୱିନୀଙ୍କୁ ଏପ୍ରିଲ ୯ ତାରିଖରେ ହାଜର ହେବାକୁ କୁହାଯାଇଛି । ଅନ୍ୟପଟେ ସୁମିତ ଚାହିଁଲେ ସରକାରୀ କ୍ୱାଟର୍ସରେ ତପସ୍ୱିନୀଙ୍କୁ ରଖିପାରିବେ ।

ଏହାସହ ସରକାରୀ କ୍ୱାଟର୍ସ ପାଇଛନ୍ତି କି ନାହିଁ ସତ୍ୟପାଠ ଦାଖଲ ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts