ଶିକ୍ଷକଙ୍କୁ ମନା ଖରା ଛୁଟି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଚଳିତ ବର୍ଷ ଶିକ୍ଷକଙ୍କୁ ମିଳିବନି ଖରାଛୁଟି । ଗ୍ରୀଷ୍ମ ଅବକାସରେ ଏଥର ସ୍ବତନ୍ତ୍ର କ୍ଲାସ କରିବେ ସ୍କୁଲ ଶିକ୍ଷକ । ଖରା ଛଟିରେ ପାଠ ପଢ଼ାରେ ଦୃବଳ ଥିବା ପିଲାଙ୍କୁ ଉଜ୍ଜଳ, ଉତ୍‌ଥାନ ଓ ଉତ୍କର୍ଷ ମାଧ୍ୟମରେ ପାଠ ପଢ଼ାଇବେ ଶିକ୍ଷକ । ଏଭଳି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Related Posts