ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲା: ଆଜି ସୁପ୍ରିମକୋର୍ଟରେ ୩ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି

ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲା । ଆଜି ସୁପ୍ରିମକୋର୍ଟରେ ୩ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି । ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ ପି ଆର ଗାୱାଇ ଏବଂ  ଜଷ୍ଟିସ ଏମ ଆର ଶାହାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି । ମନ୍ଦିରର ଚତୁପାର୍ଶ୍ବରୁ ୭୫ମିଟର ଉଚ୍ଛେଦ ସଂପର୍କିୟ ରିପୋର୍ଟ ଦାଖଲ କରିପାରନ୍ତି ଆମିକସ କ୍ୟୁରି ରଞ୍ଜିତ କୁମାର ଓ ପ୍ରିୟା ହିଙ୍ଗୁରାନି ।  କୋର୍ଟଙ୍କ ନିର୍ଦେଶ କ୍ରମେ ଗତ ୯ ଓ ୧୦ତାରିଖରେ ପୁରୀ ଗସ୍ତ କରିଥିଲେ  ଆମିକସ କ୍ୟୁରି ।

Related Posts