ବର୍ଷା ବିତ୍ପାତ, ଲଘୁଚାପ ବର୍ଷାରେ ବେହାଲ ୮ ଜିଲ୍ଲାରେ ପ୍ରବଳ ବର୍ଷା, ୫ ଜିଲ୍ଲାରେ ଅତି ଭୀଷଣ ବର୍ଷା ବରଗଡ଼ର ସୋହେଲାରେ ସର୍ବାଧିକ ୨୦୨ ମିମି ବର୍ଷା ରେକର୍ଡ ଭୁଶୁଡ଼ିଲା ପୋଲ, କଣ୍ଟାମାଳ-ଶଗଡ଼ା ଯୋଗାଯୋଗ ବିଚ୍ଛିନ୍ନ July 4, 2026 | 4:30 PM120