ସ୍ପଷ୍ଟ ହେଲା ମନ୍ତ୍ରୀମଣ୍ଡଳ ତାଲିକା; ଆସନ୍ତୁ ଜାଣିବା କାହାକୁ ମିଳିଲା କେଉଁ ଦାୟିତ୍ଵ…

ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): ଗୋଟେ ପରେ ଗୋଟେ ସାମ୍ନାକୁ ଆସୁଛି ମନ୍ତ୍ରୀ ପଦ ବଣ୍ଟନ ନେଇ ସୂଚନା। ଏନେଇ ଜାତୀୟ ଗଣମାଧ୍ୟମରୁ ମିଲୁଥିବା ସୂଚନା ଅନୁଯାୟୀ, ନୀତୀନ ଗଡ଼କାରୀଙ୍କୁ ପୁଣି ସଡ଼କ ଓ ପରିବହନ ମନ୍ତ୍ରଣାଳୟ, ହର୍ଷ ମଲହୋତ୍ରା, ଅଜୟ ଟମଟାଙ୍କୁ ସଡ଼କ ଓ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି ।

ଅନ୍ୟପଟେ ରାଜନାଥ ସିଂହ ନିଜ ପାଖରେ ପ୍ରତିରକ୍ଷା ବିଭାଗ ରଖିଛନ୍ତି । ଅମିତ ଶାହ ପୂର୍ବ ପରି ଗୃହମନ୍ତ୍ରୀ ରହିଛନ୍ତି । ନିର୍ମଳା ସୀତାରମଣ ନିଜ ପାଖରେ ଅର୍ଥ ବିଭାଗ ରଖିଥିବା ବେଳେ ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଛନ୍ତି । ସେହିପରି ମନୋହର ଲାଲଙ୍କୁ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି ।

କାହାକୁ କେଉଁ ମନ୍ତ୍ରାଳୟ

କ୍ୟାବିନେଟ ମନ୍ତ୍ରୀ

୧- ରାଜନାଥ ସିଂହ(ବିଜେପି)- ପ୍ରତିରକ୍ଷା

୨- ଅମିତ ଶାହ(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

୩- ନୀତୀନ ଗଡ଼କରୀ(ବିଜେପି) – ସଡ଼କ ଓ ପରିବହନ ମନ୍ତ୍ରଣାଳାୟ

୪- ଜେପି ନଡ୍ଡା (ବିଜେପି)- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

୫- ଶିବରାଜ ସିଂହ ଚୌହାନ(ବିଜେପି)- କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ

୬- ନିର୍ମଳା ସୀତାରମଣ(ବିଜେପି)- ଅର୍ଥ ମନ୍ତ୍ରଣାଳୟ

୭- ଏସ ଜୟଶଙ୍କର(ବିଜେପି)- ବୈଦେଶିକ ବ୍ୟାପାର 

୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)- ଶିକ୍ଷା ମନ୍ତ୍ରଣାଳୟ

୯- ମନୋହର ଲାଲ ଖଟ୍ଟର (ବିଜେପି)- ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ 

୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍‌)- ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ

୧୧- ପୀୟୂଷ ଗୋଏଲ(ବିଜେପି)- ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)- ଏମଏସ୍‌ଏମଇ 

୧୩- ଲଲନ ସିଂହ (ଜେଡିୟୁ)-

୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)- ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ

୧୫- ବୀରେନ୍ଦ୍ର କୁମାର(ବିଜେପି)- ସମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ

୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି) – ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

୧୭- ପ୍ରହ୍ଲାଦ ଯୋଶୀ(ବିଜେପି)- ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

୧୮- ଜୁଏଲ ଓରାମ(ବିଜେପି)- ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

୧୯- ଗିରିରାଜ ସିଂହ(ବିଜେପି)- ବୟନଶିଳ୍ପ ମନ୍ତ୍ରଣାଳୟ

୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି)- ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଆଇଟି

୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି) – ଟେଲିକମ ଓ ଉତ୍ତର ପୂବଆ ରାଜ୍ୟ ବିକାଶ ମନ୍ତ୍ରଣାଳୟ

୨୨- ଭୂପେନ୍ଦ୍ର ଯାଦବ(ବିଜେପି)- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ 

୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି)- ପର୍ଯ୍ୟଟନ ଓ ସଂସ୍କୃତି 

୨୪- ଅନପୂର୍ଣ୍ଣା ଦେବୀ(ବିଜେପି) – ମହିଳା ଓ ଶିଶୁ ବିକାଶ 

୨୫- କିରଣ ରିଜିଜୁ(ବିଜେପି)- ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ

୨୬- ହରଦୀପ ସିଂହ ପୁରୀ(ବିଜେପି)- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ

୨୭- ମନସୁଖ ମାଣ୍ଡଭୀୟ(ବିଜେପି)- ଶ୍ରମ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ

୨୮- ଜି କିଶନ ରେଡ୍ଡୀ(ବିଜେପି)- କୋଇଲା ଓ ଖଣି ମନ୍ତ୍ରଣାଳୟ 

୨୯- ଚିରାର ପାଶୱାନ(ରାମ ବିଲାଶ)- ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ମନ୍ତ୍ରଣାଳୟ 

୩୦- ସିଆର ପାଟିଲ(ବିଜେପି) – ଜଳ ଶକ୍ତି ମନ୍ତ୍ରଣାଳୟ

୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

୧- ରାଓ ଇନ୍ଦରଜିତ(ବିଜେପି)

୨-ଜିତେନ୍ଦ୍ର ସିଂହ (ବିଜେପି)

୩- ଅର୍ଜୁନ ରାମ ମେଘୱାଲ(ବିଜେପି)

୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା)

୫- ଜୟନ୍ତ ଚୌଧୁରୀ(ଆରଏଲଡି)

ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା

୧- ଜିତିନ ପ୍ରସାଦ(ବିଜେପି)

୨- ଶ୍ରୀପଦ ନାଏକ(ବିଜେପି)- ଶକ୍ତି ଓ ସହରାଞ୍ଚଳ ବିକାଶ 

୩- ପଙ୍କଜ ଚୌଧୁରୀ(ବିଜେପି)

୪- କ୍ରିଷ୍ଣ ପଲ ଗୁରଜାର (ବିଜେପି)

୫- ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)

୬- ନିତ୍ୟାନନ୍ଦ ରାଏ(ବିଜେପି)

୭- ଅନୁପ୍ରିୟା ପଟେଲ(ଆପନା ଦଳ)

୮- ଭି ସୋମନ୍ନା(ବିଜେପି)

୯- ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି)

୧୦- ଏସ୍‌ପି ସିଂହ ବଘେଲ(ବିଜେପି)

୧୧- ଶୋଭା କରନ୍ଦାଲାଜେ(ବିଜେପି)- ଏମଏସଏମଇ 

୧୨- ବିଏଲ ବର୍ମା(ବିଜେପି)

୧୩- ଶାନ୍ତନୁ ଠାକୁର(ବିଜେପି)

୧୪-ସୁରେଶ ଗୋପି(ବିଜେପି)- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ

୧୫- ଏଲ ମୁରଗାନ(ବିଜେପି)

୧୬- ଅଜୟ ଟାମଟା(ବିଜେପି)- ସଡ଼କ ଓ ପରିବହନ ମନ୍ତ୍ରଣାଳାୟ

୧୭- ବନ୍ଦି ସଞ୍ଜୟ କୁମାର(ବିଜେପି)

୧୮-କମଲେଶ ପାଶ୍ୱାନ(ବିଜେପି)

୧୯- ଭାଗୀରଥ ଚୌଧୁରୀ (ବିଜେପି)

୨୦- ସତୀଶ ଦୁବେ (ବିଜେପି)

୨୧- ସଞ୍ଜୟ ସେଠ(ବିଜେପି)

୨୨-ରବନୀତ ସିଂହ ବିଟ୍ଟୁ(ବିଜେପି)- ସଂଖ୍ୟାଳଘୁ ବ୍ୟାପାର ମନ୍ତ୍ରଣାଳୟ

୨୩- ଦୁର୍ଗାଦାସ ଉଇକି(ବିଜେପି)

୨୪- ରକ୍ଷା ଖଡସେ(ବିଜେପି)

୨୫- ଶୁକାନ୍ତ ମଜମୁଦର(ବିଜେପି)

୨୬- ସାବିତ୍ରୀ ଠାକୁର(ବିଜେପି)

୨୭- ତୋଖନ ସାହୁ(ବିଜେପି)

୨୮- ରାଜଭୂଷଣ ଚୌଧୁରୀ (ବିଜେପି)

୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା(ବିଜେପି)

୩୦- ହର୍ଷ ମାଲହୋତ୍ରା(ବିଜେପି)- ସଡ଼କ ଓ ପରିବହନ ମନ୍ତ୍ରଣାଳାୟ

୩୧- ନିମୁବେନ ବାମଭାଣିୟା (ବିଜେପି)

୩୨- ମରୁଲୀଧର ମୋହର(ବିଜେପି)

୩୩- ଜର୍ଜ କୁରିୟନ(ବିଜେପି)

୩୪- ପବିତ୍ର ମାର୍ଗେରିଟା

୩୫- ରାମନାଥ ଠାକୁର (ଜେଡିୟୁ)

୩୬- କୀର୍ତ୍ତି ବର୍ଦ୍ଧନ ସିଂହ(ବିଜେପି)

Related Posts