ପୋଡପିଠା ପୂଜାକୁ ନେଇ ମାଉସୀ ମାଆ ମନ୍ଦିରର ଦୁଇ ପୂଜକଙ୍କ ମଧ୍ୟରେ ପାଟିତୁଣ୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୋଡପିଠା ପୂଜାକୁ ନେଇ ମାଉସୀ ମାଆ ମନ୍ଦିରର ଦୁଇ ପୂଜକଙ୍କ ମଧ୍ୟରେ ପାଟିତୁଣ୍ଡ । ତେବେ ରଥରେ ପୋଡପିଠା ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା।

ମାଉସୀ ମାଆ ମନ୍ଦିରରେ ପୂଜକଙ୍କ ମଧ୍ୟରେ ବିବାଦ ହୋଇଛି। ବିବାଦ ପରେ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ମାଉସୀ ମାଆ ମନ୍ଦିରର ସେବକଙ୍କ ମଧ୍ୟରେ ବିବାଦ ପରେ ଏଭଳି ସ୍ଥିତି ଉପୁଜିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts