ଯୋଗୀଙ୍କ ଵ୍ୟୁରୋକ୍ରାସି ଦ୍ଵାରାକୋଭିଡ଼ ମୁକାବିଲା ର ଗବେଷଣା ଵିଫଳ ହୋଇଛି: ବିଜେପି ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶର ବାଇରିଆ ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ COVID-19 ପରିଚାଳନା କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ବ୍ୟୁରୋକ୍ରାସି ସହାୟତାରେ ମହାମାରୀକୁ ନିୟନ୍ତ୍ରଣ କରିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରୀକ୍ଷଣ ବିଫଳ ହୋଇଛି। ସିଂ ତାଙ୍କ ବାସଭବନ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ “ବ୍ୟୁରୋକ୍ରାସି ସହାୟତାରେ COVID ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ (ଯୋଗୀ) ଆଦିତ୍ୟନାଥଙ୍କ ପରୀକ୍ଷଣ ବିଫଳ ହୋଇଛି। ସିଂ ମଧ୍ୟ କହିଛନ୍ତି ଯେ ବିଜେପି ମନ୍ତ୍ରୀ ଏବଂ ବିଧାୟକମାନେ କରୋନାଭାଇରସରେ ସଂକ୍ରମିତ ହୋଇ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି। ଯାହା ଫଳରେ ରାଜ୍ୟରେ ଥିବା ବ୍ୟବସ୍ଥାର ଅଭାବ ସପୂର୍ଣ ରୁପେ ପାରିଲେଖିତ ହେଉଛି । ଚିକିତ୍ସା ଅଭାବରୁ ବିଜେପି ମନ୍ତ୍ରୀ ଓ ବିଧାୟକମାନେ ମୃତ୍ୟୁବରଣ କରୁଛନ୍ତି ବୋଲି ସେ ଦାବି କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ଗୁରୁବାର ସୁଦ୍ଧା ଉତ୍ତରପ୍ରଦେଶର COVID-19 ସଂଖ୍ୟା ୧୨,୧୭,୯୫୫ ଏବଂ ମୃତ୍ୟୁ ସଂଖ୍ୟା ୧୨,୨୪୧ ରେ ପହଞ୍ଚିଛି।

Yoast SEO

Toggle panel: Yoast SEO

Focus keyphraseHelp on choosing the perfect focus keyphrase(Opens in a new browser tab)Get related keyphrases(Opens in a new browser window)

Google preview

Preview as:Mobile resultDesktop resultUrl preview:www.satyapatha.com ›SEO title preview:ଯୋଗୀଙ୍କ ଵ୍ୟୁରୋକ୍ରାସି ଦ୍ଵାରାକୋଭିଡ଼ ମୁକାବିଲା ର ଗବେଷଣା ଵିଫଳ ହୋଇଛି: ବିଜେପି ବିଧାୟକ – Satya PathaMeta description preview:Apr 30, 2021 ⋅ Please provide a meta description by editing the snippet below. If you don’t, Google will try to find a relevant part of your post to show in the search results.SEO titleInsert variableTitle Page Separator Site title Site titleTitlePrimary categorySeparatorSlugMeta descriptionInsert variableModify your meta description by editing it right here
Site titleTitlePrimary categorySeparator

SEO analysisEnter a focus keyphrase to calculate the SEO score

Add related keyphrase

Cornerstone content

  • Post
  • Block

Status & visibility

VisibilityPublicPublishImmediatelyStick to the top of the blogPending reviewAuthorChandanSatya PathaSatya PathaSatyapathaSatyapathaSatyapathasatyapathaSatyapathasrimanMove to trash

Yoast SEO

 Readability analysis: OK SEO analysis: Needs improvement
Improve your post with Yoast SEO

Permalink

View Post

https://www.satyapatha.com/?p=16613(opens in a new tab)

Categories

Search Categoriesଅନ୍ୟାନ୍ୟଅପରାଧକରୋନାଖେଳଜାତୀୟଦେଶ ବିଦେଶବଡ ଖବରମନୋରଞ୍ଜନମୁଖ୍ୟ ଖବରରାଜନୀତିରାଜ୍ୟଲାଇଫଷ୍ଟାଇଲସତ୍ୟପାଠAdd New CategorySelect the primary categoryରାଜନୀତିଜାତୀୟକରୋନା

Tags

Add New Tag

Separate with co

Related Posts