ଏସ୍ସିବି ଟଙ୍କା ହେରଫେର ମାମଲା, ଦୀନେଶଙ୍କ ୪ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ August 31, 2026 | 9:34 AMSatya Pathaଜାତୀୟଦେଶ ବିଦେଶବଡ ଖବରମୁଖ୍ୟ ଖବର କଟକ(ସତ୍ୟପାଠବ୍ୟୁରୋ) : ଏସ୍ସିବିରେ ଟଙ୍କା ହେରଫେର୍ ଘଟଣା। ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର୍ ଘଟଣାରେ ମଙ୍ଗଳାବାଗ ଥାନା ପୁଲିସ ମାଷ୍ଟରମାଇଣ୍ଡ ଡାଟା ଏଣ୍ଟ୍ରି ଅପରେଟର୍ ତଥା ଡିଇଓ ଦୀନେଶ ରାଉତକୁ ଗିରଫ କରିବା ପରେ ପୁଲିସ ଟାର୍ଗେଟରେ ଏବେ ଦୀନେଶର ବ୍ୟାଙ୍କ ଆକାଉଣ୍ଟ । ମଙ୍ଗଳାବାଗ ଥାନା ପୁଲିସ ଦୀନେଶର ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି । ଏସବିଆଇ, ଆକ୍ସିସ, ୟୁନିୟନ ବ୍ୟାଙ୍ଗ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କାନାଡ଼ା ବ୍ୟାଙ୍କରେ ଥିବା ଏହି ବ୍ୟାଙ୍କ ଆକାଉଣ୍ଟରୁ ପୁଲିସ ଜବତ କରିଛି । ଏହି ଆକାଉଣ୍ଟରେ ଥିବା ମୋଟ ୧ ଲକ୍ଷ ୮୩ ହଜାର ଟଙ୍କା ଫ୍ରିଜ ହୋଇଛି । ଅନ୍ୟପଟେ ପୁଲିସ ଦୀନେଶକୁ ଦୁଇ ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ।
ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ସୁନ୍ଦରଗଡ଼ ଓ ପାଲଲହଡାରେ ସ୍ଵାସ୍ଥ୍ୟ ବିଭାଗର ଟିମ୍ September 19, 2026 | 1:48 PM
ଭଙ୍ଗା ସିଲିଂ ତଳେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ ବିପଦ ସଙ୍କୁଳ ଭାବେ ପାଠ ପଢ଼ୁଛନ୍ତି ୩୨୪ ଛାତ୍ରଛାତ୍ରୀ September 19, 2026 | 12:22 PM
କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ମନ୍ତ୍ରୀଙ୍କ ଚେତାବନୀ ସାରା ରାଜ୍ୟ ପାଇଁ ଆସିବ ନୂଆ ନିୟମ: ସୁରେଶ ପୂଜାରୀ ରାଉରକେଲା ସର୍କିଟ୍ ହାଉସ୍ ଘଟଣା September 19, 2026 | 11:16 AM