ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା

ଭାରତୀୟ ନୌସେନା କୁ ମିଳିଲା ସଫଳତା । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ନୌସେନା । ଏହି ଆଣ୍ଟି-ସିପ ମିସାଇଲ ଟେଷ୍ଟ ସଫଳ ହୋଇଥିବା ଆଜି (ବୁଧବାର) ନୌସେନା ପକ୍ଷରୁ ଟ୍ବିଟ କରାଯାଇ ସୂଚନା ଦିଆଯାଇଛି ।


ଏହି ପର୍ଯ୍ୟାୟରେ କ୍ଷେପଣାସ୍ତ୍ର ବ୍ରାହ୍ମୋସ ଭାରତୀୟ ନୌସେନାର ଗାଇଡ୍-ମିସାଇଲ୍ କର୍ଭେଟ ଜାହାଜରୁ ଉତକ୍ଷେପଣ କରାଯାଇଥିଲା । ନୌସେନା ଅନୁଯାୟୀ, ବ୍ରହ୍ମୋସ କ୍ଷେପଣାସ୍ତ୍ର ନିଜ ଲକ୍ଷ୍ୟକୁ ସଫଳତାର ଟାର୍ଗେଟ କରିଥିଲେ ।

Related Posts