ବିହାର ମୁଜଫରପୁରର ଏକ କୁରକୁରେ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୦ ଶ୍ରମିକ ମୃତ

କୁରକୁରେ କାରଖାନାରେ ଅଗ୍ନିକାଣ୍ଡ | ବିହାର ମୁଜଫରପୁରର ଏକ କୁରକୁରେ କାରଖାନାରେ ଅଗ୍ନିକାଣ୍ଡ ଘଟିଛି | ଫଳରେ ଏହି ଅଘଟଣରେ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ମୃ୍ତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି | ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଏନେଇ ଖବର ପାଇବା ପରେ ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି |

Related Posts