ଭୁବନେଶ୍ବର(ସତ୍ୟପାଠବ୍ୟୁରୋ)- ଆଜିଠାରୁ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି। ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ଶିକ୍ଷା ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରତିନିଧି ମଧ୍ୟ ଯୋଗ ଦେବେ। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ମଧ୍ୟ ସାମିଲ ହେବେ। ଦକ୍ଷତା ବିକାଶ ଓ ଶୈକ୍ଷିକ ନେତୃତ୍ୱ ନେଇ ହେବ ଆଲୋଚନା ହେବ।
