୧୨ରୁ ୧୮ ବର୍ଷ ବୟସ୍କ କିଶୋରଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ମଞ୍ଜୁରୀ

କିଶୋରଙ୍କ ନିମନ୍ତେ ପୁଣି ଆଉ ଏକ ଟିକାକୁ ମିଳିଲା ଅନୁମତି। ବାୟୋଲୋଜିକାଲ୍‌-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସ କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ୧୨ରୁ ୧୮ ବର୍ଷ ବୟସ୍କ କିଶୋରଙ୍କ ପାଇଁ ଏହି ଟିକାକୁ ମଞ୍ଜୁରୀ ମିଳିଛି ।

ତେବେ ୧୨ରୁ ୧୮ ବର୍ଷ ବୟସର କିଶୋରଙ୍କୁ ଏହି ଟିକା ଦିଆଯିବ । ଏହାସହିତ ଦୁଇଟି ଡୋଜରେ ହିଁ କିଶୋରମାନେ ଟିକା ନେବେ । ତେବେ ପୂର୍ବରୁ ଜାନୁଆରୀ ୩ ତାରିଖ ଦିନ କୋଭାକ୍ସିନ ୧୫ରୁ ୧୮ କିଶୋରଙ୍କ ପାଇଁ ଅନୁମତି ପାଇଥିଲା ।

Related Posts