ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର । ପେଟ୍ରୋଲ ଓ ଡିଜେଲ୍ ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର। ଟଙ୍କାଟେ କି ଦୁଇ ଟଙ୍କା ନୁହେଁ ପେଟ୍ରୋଲ ଉପରେ ୮ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମିଥିବା ବେଳେ ଡିଜେଲ୍ ଉପରେ ୬ ଟଙ୍କା ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର।

ଉତ୍ପାଦନ ଶୁଳ୍କ ହ୍ରାସ ହେବା ପରେ ଫଳରେ ପେଟ୍ରୋଲ ମୂଲ୍ୟରେ ୯.୫ ଟଙ୍କା ହ୍ରାସ ହୋଇଥିବା ବେଳେ ଡିଜେଲ୍ ମୂଲ୍ୟରେ ୭ ଟଙ୍କା ହ୍ରାସ ହୋଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts