ଉତ୍ତରାଖଣ୍ଡରେ ବାଜି ମାରୁଛି ବିଜେପି; ୪୩ଟି ଆସନରେ ବିଜେପି ଆଗରେ ଥିବାବେଳେ ୨୩ଟିରେ କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭା ନିର୍ବାଚନର ୨୩ ଦିନ ପରେ ଆଜି ଉତ୍ତରାଖଣ୍ଡର ସମସ୍ତ ୭୦ ଟି ବିଧାନସଭା ଆସନର ଫଳାଫଳ ଘୋଷଣା କରାଯିବ। ଏହା ସହିତ ଏହା ମଧ୍ୟ ସ୍ପଷ୍ଟ ହେବ ଯେ ଏଥର କ୍ଷମତାକୁ କିଏ ଆସିବ ? ପ୍ରାରମ୍ଭିକ ଧାରାରେ ବିଜେପି ୪୩ ଟି ଆସନର ଅଗ୍ରଣୀ ବଜାୟ ରଖିଛି। ସେପଟେ କଂଗ୍ରେସ ୨୩ଟି ସିଟରେ ଆଗରେ ରହିଛି ।

Related Posts