ଭୁବନେଶ୍ୱର : ଆରପାରିରେ ପୂର୍ବତନ ବିଏମସି କର୍ପୋରେଟର ସମୀର ପ୍ରଧାନ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଦୁଇ ଦିନ ତଳେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।
ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯଇଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇଛି ।
ମୃତ୍ୟୁ ବେଳକୁ ୪୩ ବର୍ଷ ହୋଇଥିଲା ।
ସୂଚନା ଥଆଉକି, ୧୫ ନମ୍ବର୍ ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ଭାବେ ପୂର୍ବରୁ ଜିତିଥିଲେ ।
