ଏମବିବିଏସ ଏବଂ ବିଡିଏସ ପାଇଁ ନାମଲେଖା ଆରମ୍ଭ

101

ଆଜିଠାରୁ ଏମବିବିଏସ ଏବଂ ବିଡିଏସ ପାଇଁ ଓଜେଇଇ ଅଫିସରେ ନାମ ଲେଖା ଆରମ୍ଭ ହୋଇଛି । ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କୋଟାରେ ଥିବା ୧୨ଶହ ୧୯ ସିଟ୍‌ରୁ ୧୧ ଶହ ୬୪ ଜଣଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି।

ଓଜେଇଇ ପକ୍ଷରୁ ଏହି ସିଟ୍ ଆଲଟମେଣ୍ଟ କରାଯାଇଛି। ଆଜି ପ୍ରଥମ ଦିନରେ କଟକ ଏସ୍‌ସିବି ମେଡିକାଲ କଲେଜ ପାଇଁ ପ୍ରୋଭିଜିନାଲ ଆଡମିସନ୍ ଭୁବନେଶ୍ୱର ଓଜେଇଇଙ୍କ କାର୍ଯ୍ୟାଳୟରେ କରାଯାଉଛି।

Comments are closed.