ରାଜଧାନୀ ଉପକଣ୍ଠ ପଞ୍ଚୁପଲ୍ଲୀରେ ବୋମାମାଡ ଘଟଣା : ଜଣେ ମୃତ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ପଞ୍ଚୁପଲ୍ଲୀରେ ବୋମାମାଡ । ଫଳରେ ଜଣେ ପ୍ରାଣ ହରାଇଛନ୍ତି । ମୃତକ ପଞ୍ଚୁପଲ୍ଲୀର ରାଜୁ ସାହୁ । ସେପଟେ ବୋମାମାଡ କରିଥିବା ଅକ୍ଷୟଙ୍କୁ ଖୋଜୁଛି ପୋଲିସ ।

ଖବର ଅନୁଯାୟୀ, ଜନ୍ମାଷ୍ମମୀ ରାତିରେ ଗଣ୍ଡଗୋଳକୁ ନେଇ ବୋମାମାଡ ହୋଇଥିଲା । ଯେଉଁଥିରେ କି ଏକାଧିକ ଯୁବକ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ଗୁରୁତର ରାଜୁ ସାହୁଙ୍କ ମୃତ୍ୟୁ ହୋଇଛି । ସେପଟେ ବୋମାମାଡ଼ କରିଥିବା ଅକ୍ଷୟଙ୍କୁ ଖୋଜୁଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଲେ ଡିସିପି ।

Related Posts