ଆଇଆଇସି ସ୍ତରରେ ଅଦଳବଦଳ

କମିଶନରେଟ ପୁଲିସ ପକ୍ଷରୁ ଆଇଆଇସି ସ୍ତରରେ ଅଦଳବଦଳ କରାଯାଇଛି । ଏବେ ଭରତଚନ୍ଦ୍ର ସାହୁ କ୍ୟାପିଟାଲ ଥାନା ଆଇଆଇସି ହୋଇଥିବା ବେଳେ, ଶରତ ସାହୁ ନୟାପଲ୍ଲୀ ଥାନା ଏବଂ ଯୁବରାଜ ସ୍ୱାଇଁ ଚନ୍ଦ୍ରଶେଖରପୁର ଥାନା , ଅରୁଣ ସ୍ୱାଇଁ ଖାରବେଳନଗର ଥାନା, ଗିରିଜା ଚକ୍ରବର୍ତ୍ତୀ ଲକ୍ଷ୍ମୀସାଗର ଥାନା, ବିଶ୍ୱରଂଜନ ସେନାପତି ନନ୍ଦନକାନନ ଥାନା, ବିଶ୍ୱରଂଜନ ନାୟକ ବଡ଼ଗଡ ଥାନା, ଦୀପକ କୁମାର ମିଶ୍ର ଏୟାରଫିଲ୍ଡ୍ ଥାନା, ଅଞ୍ଜଳି ଛୋଟରାୟ ଟ୍ରାଫିକ ଥାନା, ଦୟାନିଧି ନାୟକ ଧଉଳି ଥାନା, ପ୍ରମୋଦ ପଟ୍ଟନାୟକ ତମାଣ୍ଡୋ ଥାନା, ବିରଂଚି ପତି ଚୌଦ୍ୱାର ଥାନା, ରଶ୍ମୀରଂଜନ ମହ।ପ।ତ୍ର ବାଦମବାଡ଼ି ଥାନା, ରବିନ୍ଦ୍ରନାଥ ମେହେର ଜଗତପୁର ଥାନା, ପ୍ରଦୀପ୍ତ ନାୟକ ମର୍କତ ନଗର ଥାନା, ପଦ୍ମଲୋଚନ ପ୍ରଧାନ ଖଣ୍ଡଗିରି ଥାନା, ହିମାଂଶୁ ଭୂଷଣ ସ୍ୱାଇଁ ସହିଦନଗର ଥାନାକୁ ବଦଳି ହୋଇଛନ୍ତି ।

Related Posts