
ନୂଆଦିଲ୍ଳୀ: ଅବସର ନେବେ ମିଗ୍-୨୧ ଯୁଦ୍ଧ ବିମାନର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନ ।ଭାରତୀୟ ବାୟୁ ସେନା ସେପ୍ଟେମ୍ବର ଶେଷ ସୁଦ୍ଧା ତାଙ୍କୁ ଅବସର ଦେବାକୁ ସ୍ଥିର କରିଛି।ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଶ୍ରୀନଗରର ସ୍କ୍ବାର୍ଡନର ଜଣେ ଅଂଶ ଭାବେ କାର୍ଯ୍ୟ କରୁ୍ଥିଲେ। ଯାହାକୁ କି ୫୧ ସ୍କ୍ବାର୍ଡନ ଭାବେ ଜଣାଯାଏ।
୨୦୧୯ ମସିହା ଫେବ୍ରୁଆରି ମାସରେ ଅଭିନନ୍ଦନ ବାଲାକୋର୍ଟ ଷ୍ଟ୍ରାଇକ୍ର ଗୋଟାଏ ଦିନ ପରେ ପାକିସ୍ତାନନ ଯୁଦ୍ଧ ବିମାନ ଏଫ୍-୧୬ ର ସାମ୍ନା କରି ସେ ବେଶ୍ ଚର୍ଚ୍ଚିତ ପାଲଟିଥିଲେ।
ଗତ ୪ ଦଶଂଦ୍ଧି ପୂର୍ବରୁ ମିଗ୍-୨୧କୁ ଭାରତୀୟ ବାୟୁସେନାରେ ସାମିଲ୍ କରାଯାଇଛି। ଏଥିରୁ ଅନେକ ବିମାନ ହଜି ଯାଇଥିବା ବି ସୂଚନା ରହିଛି। ତେବେ ଅଭିନନ୍ଦନଙ୍କ ଅବସର ପୂର୍ବରୁ ସ୍ଥିର ହୋଇଥିଲା ।